Sri Aurobindo's Light
Sri Aurobindo's Light

News

"ଓମ୍ ନମୋଃ ଭଗବତେ ଶ୍ରୀଅରବିନ୍ଦାୟ" 

ସମ୍ମାନନୀୟ ଭାଇ ଓ ଭଉଣୀମାନେ,
        ଆପଣ ମାନଙ୍କୁ ସପ୍ରେମ ପ୍ରଣାମ । କରୁଣାମୟୀ ମା' ଙ୍କର ଦିବ୍ୟ କୃପା ଓ କରୁଣାରୁ ଆସନ୍ତା 23-10-2020 ଠାରୁ 26-10-2020 ପର୍ୟ୍ୟନ୍ତ ପବିତ୍ର ଦୁର୍ଗା ପୂଜା ଉପଲକ୍ଷେ ପ୍ରତ୍ୟହ ସନ୍ଧ୍ୟା 5.30 ଘଟିକା ରୁ 6.30 ଘଟିକା ଯାଏଁ ସ୍ୱତନ୍ତ୍ର ପାଠଚକ୍ର ର ଆୟୋଜନ କରାଯାଇଅଛି।
      ଏହି ଦିବ୍ୟ କର୍ମ ରେ ଯୋଗଦାନ କରି ଦିବ୍ୟ ଜନନୀ ଙ୍କର ଆବାହନ କରିବା ସହିତ ମାତୃ କୃପା ଲାଭ କରିବା ପାଇଁ ସମସ୍ତ ମାତୃପ୍ରେମୀ  ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ। 
।। ଇତି।। 
ଚିତ୍ତରଞ୍ଜନ ସେନାପତି, 
ଆବାହକ, ଶ୍ରୀ ଅରବିନ୍ଦ ଅନ୍ ଲାଇନ୍ ପାଠଚକ୍ର, 
ଶ୍ରୀମା ବିଦ୍ୟାପୀଠ, ବନପୋଷ ଗ୍ରାମ, 
ରାଉରକେଲା। 
 
 23-10-2020 ତାରିଖ ର କାର୍ଯ୍ୟକ୍ରମ 
 
ସମୟ - 5.30ମି. - 6.30ମି ପର୍ୟ୍ୟନ୍ତ 
1) ମାତୃ ସଙ୍ଗୀତ ସହିତ 2ମି. ନୀରବତା 
2) ଦୁର୍ଗାସ୍ତୋତ୍ର ପାଠ କରିବେ ଭାଗ୍ୟ ଅପା, ରାଉରକେଲା। 
3) ମା' ବହି ପଠନ - ଇପ୍ସିତା ରାୟ, ଆମେରିକା 
4) ମାତୃ ବନ୍ଦନା - ଲିପିକା ଅପା, ବିଶାଖାପାଟଣା 
5) ମୁଖ୍ୟ ବିଷୟବସ୍ତୁ ର ଆଲୋଚନା - :
     ବିଷୟ - " ଶ୍ରୀଅରବିନ୍ଦ ଓ ତନ୍ତ୍ର ଯୋଗ"  ଆଲୋଚକ ବକ୍ତା - ଶ୍ରୀଯୁକ୍ତ ଭାଗିରଥୀ ମହାପାତ୍ର, ବ୍ରହ୍ମପୁର 
 6) ମାତୃ ସଙ୍ଗୀତ ସହିତ ନୀରବତା ଓ କୃତଜ୍ଞତା ଜ୍ଞାପନ ପୂର୍ବକ ପ୍ରଥମ ଦିବସ ପାଠଚକ୍ର ର ସମାପ୍ତି।
 
Dial-in number (IN): 0172 510 0964
Access code: 7317056#
International dial-in numbers: https://fccdl.in/i/crsenapati14
Online meeting ID: crsenapati14
Join the online meeting: https://join.freeconferencecall.com/crsenapati14

email us at : sriaurobindolighttrust@gmail.com

 

News

Recommend this page on:

Print | Sitemap
© Amit Senapati

This website was created using IONOS MyWebsite Pesonal.